୫ ବର୍ଷ ପୂର୍ବରୁ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦିଲ୍ଲୀରେ ବିକ୍ରି କରିଥିଲା ଦଲାଲ୍ । ପରିବାର ଲୋକଙ୍କ ସହ ଫେରୁଛନ୍ତି ଜନ୍ମମାଟି । ରିପୋର୍ଟ: ସଞ୍ଜୟ ପରିଡା