ମଧୁବାବୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସତ୍ୟଭାମାପୁର ହେବ ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ସରକାର ଯୋଗାଇବେ ସ୍ୱତନ୍ତ୍ର ପ୍ୟାକେଜ୍
2026-04-28 1 Dailymotion
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । କେନ୍ଦୁଝର ମାଟିରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।<br />ରିପୋର୍ଟ- ସନ୍ତୋଷ କୁମାର ମହାପାତ୍ର<br /><br />