Surprise Me!

ଜନଶୁଣାଣିରେ ମହିଳାଙ୍କୁ ନାଲି ଆଖି ଦେଖାଇଲେ ଜିଲ୍ଲାପାଳ, ଭିଡିଓ ଭାଇରାଲ

2026-04-29 42 Dailymotion

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ଗତ 27 ତାରିଖ ଜନଶୁଣାଣି ଚାଲିଥିବା ବେଳେ ଏପରି ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ରାଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Buy Now on CodeCanyon