Exclusive: 'ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ହର୍ମୁଜ', ଜାହାଜରେ ଜୀବନ ଏବଂ ଯୁଦ୍ଧ ସମୟର ଚ୍ୟାଲେଞ୍ଜ କହିଲେ ଓଡ଼ିଆ ନାବିକ ବିନୟ ରଥ
2026-04-29 0 Dailymotion
ଇଟିଭି ଭାରତ ପ୍ରତିନିଧି ଭବାନୀ ଶଙ୍କର ଦାସଙ୍କ ସହ ଓଡ଼ିଆ ନାବିକ ବିନୟ ରଥଙ୍କ ସାକ୍ଷାତକାର। '13 ବର୍ଷ ଚାକିରିରେ ଜାହାଜରେ 30 ଦେଶକୁ ଯାତ୍ରା । ସର୍ବାଧିକ ସମୟର ଜଳଯାତ୍ରା 55 ଦିନ।'