ଓଡ଼ିଶୀ ପ୍ରେମରେ ପାଗଳ ଚିନ୍ମୟୀ; ୨୭ ବର୍ଷ ଧରି ନୃତ୍ୟରେ ବଞ୍ଚିଛନ୍ତି, ଘୁଙ୍ଗୁର ବାନ୍ଧି ମରିବାର ସ୍ପୃହା ରଖିଛନ୍ତି
2026-04-29 4 Dailymotion
ନିଜ ପ୍ରତିଭାର ବିକାଶ ପାଇଁ ତାଙ୍କୁ ଖୁବ ସଂଘର୍ଷ କରିବାକୁ ପଡିଛି । ଲୋକଙ୍କ ଟାହିଟାପରା ସହିବାକୁ ପଡିଛି । ହେଲେ ଭାଙ୍ଗି ନାହାଁନ୍ତି କି ପଛକୁ ଫେରି ନାହାନ୍ତି ।<br />ରିପୋର୍ଟ-ଦେବସ୍ମିତା ରାଉତ