କୁମ୍ଭୀର ମାନଙ୍କ ମିଳନ, ଅଣ୍ଡାଦାନ ଓ ଏହାର ସୁରକ୍ଷା ପାଇଁ ଆଜିଠାରୁ ତିନିମାସ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । <br />ରିପୋର୍ଟ- ରାଧାକାନ୍ତ ମହାନ୍ତି