ପୂର୍ବ ଶତ୍ରୁତାରୁ ବିଚ୍ ରାସ୍ତାରେ ମାଛ କଟା ପନିକିରେ ହାଣିଥିଲେ, 5 ଅଭିଯୁକ୍ତଙ୍କୁ ବାନ୍ଧିଲା କଣାସ ପୋଲିସ
2026-05-05 4 Dailymotion
କଣାସରେ ଗତ ଶନିବାର ଜଣେ ଯୁବକଙ୍କୁ ମାଛ କଟା ପନିକିରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏହି ଘଟଣାରେ 5 ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ । ରିପୋର୍ଟ- ବିରଞ୍ଜନ ମଲ୍ଲିକ