ବୟନିକା ଶାଢ଼ୀ ଚୋରି ଘଟଣା; କୋରିୟରରେ ଶାଢୀ ଫେରାଇଲେ, ମାମଲା ଉଠାଇ ନେବାକୁ ନେହୁରା ହେଲେ
2026-05-05 3 Dailymotion
ଚୋରଣୀ ଗ୍ୟାଙ୍ଗ ଦାମୀ କାରରେ ଆସି ଗ୍ରାହକ ବେଶରେ ବୟନିକାରେ ବୁଲାଇଥିଲେ କଳାକନା । ଗଣମାଧ୍ୟମରେ ପୋଲିସର ତନାଘନା ଦେଖି ମାସକ ପରେ ଶାଢୀ ଫେରାଇଲେ ।<br />ରିପୋର୍ଟ-ସଂଗ୍ରାମ ରଞ୍ଜନ ନାଥ