Surprise Me!

ଜଳପଥ ଦେଇ ଓଡିଶା ଆସୁଛି ଜିଞ୍ଜର ମଦ, ଅଧିକ ମୁନାଫା ପାଇଁ ହେଉଛି କାରବାର

2026-05-05 5 Dailymotion

ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନିଷିଦ୍ଧ ଜିଞ୍ଜର ମଦ ଚୋରା ଚାଲାଣ । ଜଳପଥ ଦେଇ ଓଡ଼ିଶା ଆସୁଛି ଏହି ମଦ । ରିପୋର୍ଟ- ଜୀବନ ଜ୍ୟୋତି ନାୟକ

Buy Now on CodeCanyon