ସୋମନାଥ ଭାରତର ପଶ୍ଚିମ ପ୍ରହରୀ, ବାବା ଲିଙ୍ଗରାଜ ପୂର୍ବର ଅବିଚଳିତ ଶକ୍ତି: ମୁଖ୍ୟମନ୍ତ୍ରୀ
2026-05-11 2 Dailymotion
ପ୍ରଭୁ ଲିଙ୍ଗରାଜଙ୍କ ମାଟିରେ ସୋମନାଥ ସ୍ୱାଭିମାନ ପର୍ବର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ । କହିଲେ ପ୍ରଭୁ ଲିଙ୍ଗରାଜ ଏବଂ ପ୍ରଭୁ ସୋମନାଥଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ରିପୋର୍ଟ- ଦେବସ୍ମିତା ରାଉତ