3 ଜଣିଆ ଟିମ୍ ବ୍ରହ୍ମପୁର ସହରର ଉତ୍କଳ ବାଳାଶ୍ରମରେ ରହୁଥିବା ତିନି ବର୍ଷର କନ୍ୟାକୁ ଭେଟିଥିଲେ । ସରଜମିନ ତଦନ୍ତ କଲେ । ରିପୋର୍ଟ: ସମୀର ଆଚାର୍ଯ୍ୟ