Surprise Me!

‘ଜୀବନ ଯିବ ପଛେ ଗାଁ ଛାଡିବୁନି’: ହକ୍‌ ପାଇବାକୁ ୧୨୬ ଦିନ ଧରି ଖଣି ଭିତରେ ମହିଳାଙ୍କ ଲଢେଇ ଜାରି

2026-05-12 17 Dailymotion

ଅନୁଗୋଳ ଜିଲ୍ଲା ଗୋପୀବଲ୍ଲଭପୁର ଗାଁର ଆଦିବାସୀ ମହିଳା କୋଇଲା ଖଣି ଭିତରେ ଧାରଣା ଦେଇଛନ୍ତି । ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ । ରିପୋର୍ଟ: ସଂଗ୍ରାମ ରଞ୍ଜନ ନାଥ

Buy Now on CodeCanyon