ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ହେଲେ ଦର ବଢିପାରେ: ଯୋଗାଣ ମନ୍ତ୍ରୀ
2026-05-12 1 Dailymotion
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । କୌଣସି ସ୍ଥାନରେ ପେଟ୍ରୋଲ ଟାଙ୍କି ବନ୍ଦ ନାହିଁ । କିନ୍ତୁ ଆମକୁ ତେଲ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ହେବ ।<br />ରିପୋର୍ଟ-ମନୋରଞ୍ଜନ ଶଙ୍ଖୁଆ