ଓଡ଼ଗାଁ ବୀଭତ୍ସ ହତ୍ୟାକାଣ୍ଡର କ୍ରାଇମସିନ୍ ରିକ୍ରିଏସନ୍: କିପରି ମାରିଲେ ଡେମୋ ଦେଖାଇଲେ ଅଭିଯୁକ୍ତ, ଦାଦାବଟି ପାଇଁ ହତ୍ୟା
2026-05-13 5 Dailymotion
ଓଡ଼ଗାଁ ଥାନା ପୋଲିସ ଅଜିତ ସାହୁ ହତ୍ୟାକାଣ୍ଡ କ୍ରାଇମସିନ୍ ରିକ୍ରିଏଟ୍ କରିଛି । ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ଫେରାର୍ ରହିଛି । ରିପୋର୍ଟ: ବିଶ୍ବ ଭୂଷଣ ମହାପାତ୍ର