ସରକାରୀ ପ୍ରୋତ୍ସାହନ ଅଭାବରୁ 'ଗୋଟି ପୁଅ ନୃତ୍ୟକଳା' ଦୁର୍ଦ୍ଦିନରେ ଗତି କରୁଛି ।ପୁରୀ ରଘୁରାଜପୁରର ଗୁରୁ ବସନ୍ତ ମହାରଣା ଏହି କଳାକୁ ଜୀବିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।ରିପୋର୍ଟ-ଶକ୍ତିପ୍ରସାଦ ମିଶ୍ର