Surprise Me!

ଉଦାହରଣ ସାଜିଲେ ପରିବହନ ମନ୍ତ୍ରୀ; EVରେ ଯାତ୍ରା କଲେ ମନ୍ତ୍ରୀ, କହିଲେ OSRTCର ସମସ୍ତ ବସ୍ ହେବ EV

2026-05-15 4 Dailymotion

ପେଟ୍ରୋଲ-ଡିଜେଲ୍‌ ସଂକଟ ମଧ୍ୟରେ ପରିବହନ ମନ୍ତ୍ରୀଙ୍କ ବଡ ପଦକ୍ଷେପ । ଓଏସ୍‌ଆରସିଟି ଗାଡ଼ି ଇଭିରେ ପରିବର୍ତ୍ତନ ହେବ । ରିପୋର୍ଟ- ସଞ୍ଜୀବ ରାୟ

Buy Now on CodeCanyon