EXPLAINER: ଦୁଃଖ ଦେଉଛି ଦାଦନ, ପେଟ ପାଇଁ ପାଠରେ ଡୋରି, କେବେ ସୁଧୁରିବ ବଲାଙ୍ଗୀର ଦାଦନ ସମସ୍ୟା ?
2026-05-16 6 Dailymotion
ବଲାଙ୍ଗୀରରେ ୨୦୨୦ରୁ ୨୦୨୫ ମଧ୍ୟରେ ୪୦୦ ମାମଲା ରୁଜୁ ସହ ୪୨୦୦ ଶ୍ରମିକଙ୍କୁ ଉଦ୍ଧାର କରିଛି । ଜିଲ୍ଲାରେ ୧୯, ୯୫୧ ଦାଦନ ପରିବାରକୁ ପ୍ରଶାସନ ଚିହ୍ନଟ କରିଛି ।ରିପୋର୍ଟ: ଶେଖ ମହମ୍ମଦ ୱାହିଦ