ଲାଞ୍ଜିପଲ୍ଲୀ ଢିପସାହି ଅଞ୍ଚଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଦିପୁ ନାୟକକୁ ଧରିବା ସମୟରେ ପୋଲିସ ପକ୍ଷରୁ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ରିପୋର୍ଟ- ସମୀର ଆଚାର୍ଯ୍ୟ