Surprise Me!

ରାଜ୍ୟରେ ନାହିଁ ତୈଳ ସଙ୍କଟ, ବେଆଇନ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟ ଶାସନ ସଚିବ

2026-05-18 1 Dailymotion

ରାଜ୍ୟ କ୍ରାଇସେସ ଗ୍ରୁପ ବୈଠକରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଲୋକେ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ଅପିଲ୍‌ । ରିପୋର୍ଟ: ଭବାନୀ ଶଙ୍କର ଦାସ

Buy Now on CodeCanyon