24 ଘଣ୍ଟିଆ ଔଷଧ ଦୋକାନ ବନ୍ଦ; ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ, ନିରାମୟ କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡି
2026-05-20 1 Dailymotion
ଔଷଧ ଦୋକାନ ବନ୍ଦର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଔଷଧ ପାଇଁ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।<br />ରିପୋର୍ଟ-ନାରାୟଣ ସାହୁ