ଜଳ ସଙ୍କଟ ମୁକାବିଲା ପାଇଁ ପ୍ରସ୍ତୁତି, ସେପ୍ଟେମ୍ବର ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ୮୨ଟି ମେଗା ପ୍ରକଳ୍ପ
2026-05-22 3 Dailymotion
ରାଜ୍ୟରେ ସମସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଉପରେ ସରକାରଙ୍କ ଗୁରୁତ୍ବାରୋପ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ରୋଡ ମ୍ୟାପ ପ୍ରସ୍ତୁତ । ରିପୋର୍ଟ: ସଞ୍ଜୀବ କୁମାର ରାୟ