ପୁଣି ବ୍ରହ୍ମପୁରରେ ପଡ଼ିଲା ରକ୍ତ ଛିଟା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଉ ହାଣିଲେ ଦୁର୍ବୃତ୍ତ, ପୋଲିସ ଏନକାଉଣ୍ଟରରେ ଜଣେ ଆହତ
2026-05-25 6 Dailymotion
ପୁଣି ଅଶାନ୍ତ ରେଶମ ସହର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁଇ ଭାଇ । ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ