14ତମ ସ୍ଥାନରେ ଢେଙ୍କାନାଳର ଓମ ପ୍ରକାଶ; ଇଂଜିନିୟରିଂ ଛାଡି OAS ହେବାକୁ କାହିଁକି ମନ ବଳାଇଲେ ?
2026-05-28 5 Dailymotion
ଇଂଜିନିୟରିଂ ପାଠ ସରିବା ପରେ ଚାକିରି ନକରି ପ୍ରଶାସନିକ ସେବାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ବାପାଙ୍କ ଲକ୍ଷ୍ୟ ପୁଅ ଭଲ ମଣିଷ ହେଉ । ରିପୋର୍ଟ- ଉର୍ମିଳା ପାତ୍ର