ତୁଟୁନି ସରକାରୀ ଚାକିରି ଲୋଭ ! ସରପଞ୍ଚ ପୁଣି ଆଟେଣ୍ଡାଣ୍ଟ, ଦୁଇ ପଦବୀରେ ରହି ଚର୍ଚ୍ଚାରେ ପଦ୍ମା
2026-05-28 5 Dailymotion
ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଜଣେ ମହିଳା ସରପଞ୍ଚ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା କଥା ଦେଖିବାକୁ ମିଳିଛି । ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।ରିପୋର୍ଟ: ପଞ୍ଚାନନ ଦାସ