କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ
2026-06-05 65 Dailymotion
ଚନ୍ଦ୍ରିକାଙ୍କୁ କିଛି ଲୋକ ମାନସିକ ନିର୍ଯାତନା ଦେଉଥିବା ପୋଲିସ ଆଗରେ କହିଛନ୍ତି ପରିବାର ଲୋକେ । ଛାନଭିନ୍ ଆରମ୍ଭ କରିଛି କମିଶନରେଟ ପୋଲିସ । ରିପୋର୍ଟ- ସଞ୍ଜୟ ପରିଡ଼ା ଓ ନାରାୟଣ ସାହୁ