Surprise Me!

୧୪ ଜିଲ୍ଲାରେ ୨୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ନିବେଶ ହେବ ୩,୭୯୩ କୋଟି, ସୃଷ୍ଟି ହେବ ୧୯,୯୨୪ ନିଯୁକ୍ତି ସୁଯୋଗ

2026-06-06 0 Dailymotion

ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । ରିପୋର୍ଟ- ଭବାନୀ ଶଙ୍କର ଦାସ

Buy Now on CodeCanyon