ପୁଣି ବଢିଲା ରନ୍ଧନ ଗ୍ୟାସ ଦର.. ହାଣ୍ଡିଶାଳରେ ମହଙ୍ଗା ମାଡ଼, କାନ୍ଦୁଛନ୍ତି ଗୃହିଣୀ
2026-06-08 2 Dailymotion
ତିନିମାସ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ଦର ୮୯ଟଙ୍କା ବୃଦ୍ଧି ପାଇଛି। ରନ୍ଧନ ଗ୍ୟାସ ଦର ବୃଦ୍ଧି ସାଧାରଣ ପରିବାରର ହାଣ୍ଡିଶାଳ ଉପରେ ସିଧାସଳଖ ପ୍ରଭାବ ପକାଇଛି।<br />ରିପୋର୍ଟ-ସଞ୍ଜୀବ କୁମାର ରାୟ