ଚିକିତ୍ସା ଅବହେଳାରୁ ଚାଲିଗଲା ମହିଳାଙ୍କ ଜୀବନ; ନବଜାତକ ସହ ଅନାଥ ହୋଇଗଲେ ଦୁଇ ଶିଶୁ, ହସ୍ପିଟାଲ ଆଗରେ ଶବ ରଖି ପରିବାର ଲୋକଙ୍କ ଆନ୍ଦୋଳନ
2026-06-09 1 Dailymotion
ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଆଜି ହସ୍ପିଟାଲ ସମ୍ମୁଖରେ ରାସ୍ତାରୋକ ଆନ୍ଦୋଳନ କରି ନ୍ୟାୟ ଦାବି କରିଛନ୍ତି l <br />ରିପୋର୍ଟ-ରାଜେଶ ସରାପ