ବିମାନବନ୍ଦର ପରି ଚମକିବ ଭୁବନେଶ୍ୱର ରେଳ ଷ୍ଟେସନ; ହେଲେ କେବେ ସରିବ ନିର୍ମାଣ କାମ ? କେବେ ଦୂର ହେବ ଯାତ୍ରୀଙ୍କ ଦୁଃଖ ?
2026-06-11 2 Dailymotion
ପୁନଃବିକାଶ ପ୍ରକଳ୍ପ ଭୁବନେଶ୍ୱର ଷ୍ଟେସନର ଚିତ୍ରକୁ ବଦଳାଇ ଦେଇଛି । ତେବେ ବିକାଶର ଏହି ଚମକ ପଛରେ ରହିଛି ଯାତ୍ରୀଙ୍କ ଅନେକ ସମସ୍ୟାର କାହାଣୀ ।<br />ରିପୋର୍ଟ-ବିକାଶ କୁମାର ଦାସ