କିଏ ଶୁଣିବ ସାତକୋଶିଆବାସୀଙ୍କ ଦୁଃଖ: ଇକୋ ସେନସିଟିଭ୍ ଜୋନ୍ କଟକଣା ବିରୋଧରେ ତାତିଲେ ଲୋକେ
2026-06-11 13 Dailymotion
ଇକୋ ସେନସିଟିଭ୍ ଜୋନ୍ ଭିତରେ ବ୍ୟାପକ କଟକଣା ଥିବାରୁ, ଜୀବନ ଜୀବିକା ପ୍ରଭାବିତ ହେବା ଆଶଙ୍କା କରି ସାତକୋଶିଆ ଅଧିବାସୀମାନେ ଏହାର ବିରୋଧ କରିଛନ୍ତି । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ