ଦୁଇ ବର୍ଷର ମୋହନ ସରକାରକୁ କଂଗ୍ରେସର ସମାଲୋଚନା; କହିଲା, ରାଜ୍ୟର ବିକାଶ ନୁହେଁ ବିନାଶ ହୋଇଛି
2026-06-12 0 Dailymotion
ରାଜ୍ୟର ପ୍ରତିଟି ଜନସାଧାରଣଙ୍କୁ ସୁରକ୍ଷା ଦେବା ପ୍ରତ୍ୟେକ ସରକାରର କାର୍ଯ୍ୟ ଓ ଦାୟିତ୍ୱ । ହେଲେ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ।<br />ରିପୋର୍ଟ-ସଞ୍ଜୀବ କୁମାର ରାୟ