ଦେଶ-ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ମିଳିଲା ଓଡ଼ିଆ ସଂସ୍କୃତିର ସ୍ୱାଦ । ନାଚ-ଗୀତ, ଦୋଳି ଓ ପିଠାରେ ବିମାନ ଯାତ୍ରୀଙ୍କୁ ଭବ୍ୟ ସ୍ବାଗତ । ରିପୋର୍ଟ- ବିକାଶ ଦାସ