ମାଲକାନଗିରିରେ ଡାକ୍ତରଙ୍କୁ ମାଡ଼ ଘଟଣା: ନ୍ୟାୟ ଦାବିରେ କଳା ବ୍ୟାଚ୍ ପିନ୍ଧି ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
2026-06-19 2 Dailymotion
କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ପ୍ରତିବାଦ । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ କଳା ବ୍ୟାଚ୍ ପିନ୍ଧି ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ । ରିପୋର୍ଟ: ପଞ୍ଚାନନ ଦାସ