ସମ୍ବଲପୁରର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ କଲେ ବିଧାୟକ, ଛାତ୍ରଛାତ୍ରୀ ଓ CRPF ଯବାନ
2026-06-21 0 Dailymotion
ସମ୍ବଲପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ । ଜିଲ୍ଲା ପ୍ରଶାସନ, ନେତା-ମନ୍ତ୍ରୀ, ଛାତ୍ରଛାତ୍ରୀ ଓ ପୋଲିସ ବାହିନୀ ଯୋଗ ଦିବସରେ ଅଂଶଗ୍ରହଣ କରିଛନ୍ତି । ରିପୋର୍ଟ- ବାଦଶାହା ଜୁସ୍ମନ ରଣା