ସମ୍ବଲପୁରରେ କେରଳ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କଲା ପୋଲିସ, 3 ଗିରଫ
2026-06-22 1 Dailymotion
ସମ୍ବଲପୁର କ୍ଷେତରାଜପୁରରେ ଜଣେ କେରଳ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର । ରିପୋର୍ଟ- ବାଦଶାହା ଜୁଶମନ ରଣା