Surprise Me!

ଝାରପଡା ଜେଲରେ ୫ କଏଦୀ ଅସୁସ୍ଥ; କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

2026-06-24 6 Dailymotion

ଗତକାଲି (ମଙ୍ଗଳବାର) ରାତିରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ କିଛି କଏଦୀ ଗୁରୁତର ଥିବା ସୂଚନା ମିଳିଛି । ରିପୋର୍ଟ: ସତ୍ୟଜିତ୍ ରାଉତ

Buy Now on CodeCanyon