ବାଲେଶ୍ୱରର ଚାଲାଣର ରୁଟ୍ରୁ କେନ୍ଦ୍ରାପଡ଼ାର କଲେଜ ପରିସର ପର୍ଯ୍ୟନ୍ତ ଲମ୍ବିଛି ନିଶା କାରବାର; ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛନ୍ତି ବେପାରୀ। ଚିନ୍ତାବ୍ୟକ୍ତ କଲେ ଆଇନଜୀବୀ ଓ ସମାଜସେବୀ। ରିପୋର୍ଟ- ଜୀବନଜ୍ୟୋତି ନାୟକ ଓ ରାଧାକାନ୍ତ ମହାନ୍ତି