ଆଗାମୀ ନିର୍ବାଚନକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ଏସଆଇଆର୍ କାର୍ଯ୍ୟ ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କଲେ ଜିଲ୍ଲା ଇଲେକ୍ଟ୍ରୋରାଲ୍ ରେଜିଷ୍ଟ୍ରେସନ ଅଫିସର ।<br />ରିପୋର୍ଟ-ଦେବସ୍ମିତା ରାଉତ୍