Surprise Me!

କୋଲକାତାରେ ଭୁଶୁଡ଼ିଲା ନିର୍ମାଣାଧୀନ ଗୋଦାମ ଗୃହ, 3 ମୃତ ଏକାଧିକ ଆହତ

2026-06-24 0 Dailymotion

କୋଲକାତାର ତାରାତାଲା ଅଞ୍ଚଳରେ ଘଟିଛି ଏହି ବଡ଼ ଅଘଟଣ । ଏକ ନିର୍ମାଣାଧୀନ ଗୋଦାମ ଗୃହ ଭୁଶୁଡ଼ିବା ଯୋଗୁଁ 3 ଜଣଙ୍କ ମୃତ୍ୟୁ ହୋଇଛି ।ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Buy Now on CodeCanyon