7 ମାସ ହେଲା ପାଉନଥିଲେ ଦରମା, ହୃଦ୍ଘାତରେ ବାଲେଶ୍ବରର ଶିକ୍ଷକ ଲକ୍ଷ୍ମୀଧର ମହାନ୍ତିଙ୍କ ମୃତ୍ୟୁ
2026-06-25 2 Dailymotion
କୋରାପୁଟରୁ ବାଲେଶ୍ବର ଜିଲ୍ଲାକୁ 7 ମାସ ତଳେ ବଦଳି ହୋଇଥିଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଲକ୍ଷ୍ମୀଧର ମହାନ୍ତି । ଦରମା ମିଳୁନଥିବାରୁ ଚାପରେ ଥିବା ଶିକ୍ଷକ ସଂଘର ଅଭିଯୋଗ। ରିପୋର୍ଟ: ଜୀବନ ଜ୍ୟୋତି ନାୟକ