Surprise Me!

ଓଡ଼ିଶାରେ ମହିମା ଧର୍ମ ପ୍ରଚାରକୁ ପୂରିଲା 200 ବର୍ଷ, ଢେଙ୍କାନାଳ କପିଳାସ ତପୋବନରେ ବିଶାଳ ଧର୍ମସଭା

2026-06-25 1 Dailymotion

ଓଡ଼ିଶାରେ ମହିମା ଧର୍ମର ପ୍ରବର୍ତ୍ତନ, ପ୍ରଚାର ଏବଂ ପ୍ରତିଷ୍ଠାତା ମହିମା ସ୍ୱାମୀଙ୍କ ଆଗମନକୁ 200 ବର୍ଷ ପୂରଣ ହୋଇଛି । ଢେଙ୍କାନାଳ ତପୋବନ ପୀଠରେ ଆୟୋଜିତ ହୋଇଛି ବିଶାଳ ଧର୍ମ ସଭା ।ରିପୋର୍ଟ:ଉର୍ମିଳା ପାତ୍ର

Buy Now on CodeCanyon