Surprise Me!

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ, ପେପର ଲିକ୍ ଭୁଲ ନୁହେଁ ପାପ; ପବନ ଖେଡା

2026-06-25 2 Dailymotion

ନିଟ୍ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କଂଗ୍ରେସର କଡ଼ା ଆଭିମୁଖ୍ୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ଦଳ । ଭୁବନେଶ୍ୱରରୁ 'ଛାତ୍ରଙ୍କ ଗୁଞ୍ଜ' ଅଭିଯାନର ଶୁଭାରମ୍ଭ । ରିପୋର୍ଟ- ସଞ୍ଜିବ ରାୟ

Buy Now on CodeCanyon