ଓଡ଼ିଶା ବିଧାନସଭାରେ ସରକାରଙ୍କ ସୂଚନା, 5 ବର୍ଷରେ ରାଜ୍ୟର ପାଣିରେ ବୁଡି ପାଖାପାଖି 9ହଜାର ଜୀବନ ଯାଇଛି। 10ଦିନରେ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ରିପୋର୍ଟ-ଭବାନୀ ଶଙ୍କର ଦାସ