ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ନବୀନ ପଟ୍ଟନାୟକ ।ତେବେ ଆଗାମୀ ନିର୍ବାଚନରେ ନବୀନ ନିଜେ ବିଜେଡି ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରିଦେଇଛନ୍ତି ।ରିପୋର୍ଟ:ଭବାନୀ ଶଙ୍କର ଦାସ