ଋଣ ଖିଲାପକାରୀ ନୋଟିସରେ ନାଁ ନାହିଁ । ତଥାପି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ଋଣ ଖିଲାପକାରୀର ଦଣ୍ଡ ଭୋଗୁଛନ୍ତି ଜଣେ ଦିବ୍ୟାଙ୍ଗଙ୍କ ପରିବାର । ରିପୋର୍ଟ ବାଦଶାହ ଜୁଶମନ ରାଣା