Surprise Me!

ଦ୍ୱିତୀୟ ଦିନରେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ପୂର୍ବ ଗୌରବ ଫେରିପାଇବ ଓଡ଼ିଆ ସିନେମା: ସଂସ୍କୃତି ମନ୍ତ୍ରୀ

2026-06-26 3 Dailymotion

ଦ୍ୱିତୀୟ ଦିନରେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାର ଉଦଘାଟନ କରିଥିଲେ । ଏହି ସମୟରେ ସେ ଓଡ଼ିଆ ସିନେମା ପୁଣିଥରେ ତାର ପୂର୍ବ ଗୌରବ ଫେରିପାଇବ କହିଛନ୍ତି ।

Buy Now on CodeCanyon