ବିନା ଋଣରେ ଘର ସିଲ୍ ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ: ପୁଣି ଥରେ ଯାଞ୍ଚ ନିର୍ଦେଶ, ଖୋଲିଲା ଘରର ସିଲ୍
2026-06-26 0 Dailymotion
ଗୌଡ଼ପାଲି ଫାଣ୍ଡିର ପୋଲିସ, ଗୌଡ଼ପାଲି ଆରଆଇଙ୍କ ଉପସ୍ଥିତିରେ ସିଲ୍ କଟା ଯାଇଥିଲା l ତେବେ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ କେହି ଉପସ୍ଥିତ ନଥିଲେ l ରିପୋର୍ଟ ବାଦଶାହ ଜୁଶମନ ରାଣା