କେତେବେଳେ ଅଦିନିଆ ବର୍ଷାର ମାଡ଼ ତ ପୁଣି କେତେବେଳେ ମିଲର୍ସଙ୍କ ମନମାନି! ଖୋଲା ଆକାଶ ତଳେ ମଣ୍ଡିରେ ପଡ଼ି ରହିଛି ଅନ୍ନଦାତାର ସୁନାର ଧାନ। <br />ରିପୋର୍ଟ-ଅଜିତ କୁମାର ସିଂହ