ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ଓକିଲ ଓ ପୋଲିସ ଧସ୍ତାଧସ୍ତି, ପୁରୀବାସୀଙ୍କ ସ୍ବତନ୍ତ୍ର ଦର୍ଶନର ବ୍ୟବସ୍ଥା ଦାବି
2026-06-26 2 Dailymotion
ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ପୁରୀ ବାର ଆସୋସିଏସନ୍ର ଓକିଲ । ପୁରୀବାସୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଅଧିକାର ଏବଂ ଦର୍ଶନର ବ୍ୟବସ୍ଥା ଦାବି । ରିପୋର୍ଟ: ଶକ୍ତିପ୍ରସାଦ ମିଶ୍ର