ଗ୍ରୀଷ୍ମ ଛୁଟି ସରିଲା ହେଲେ ଖୋଲିଲାନି ସ୍କୁଲ, ବଣିଆପଡା ଅନନ୍ତେଶ୍ବରୀ ଉପ୍ରା ସ୍କୁଲରେ ତାଲା
2026-06-27 1 Dailymotion
ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକ ଅନ୍ତର୍ଗତ ବଣିଆପଡ଼ାରେ ଅନନ୍ତେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ି ରହିଛି । ରିପୋର୍ଟ: ଉର୍ମିଳା ପାତ୍ର